Meaning : ପରିଣାମ ରୂପରେ ପ୍ରାପ୍ତ ହେଉଥିବା ଫଳ
Example :
ମୋ ଭଲ କାମର ମୋତେ ଏହି ପ୍ରତିଫଳ ମିଳିଲା
Translation in other languages :
Meaning : କୌଣସି କାର୍ଯ୍ୟ ଶେଷରେ ଏହାର ଫଳ ସ୍ୱରୂପ ହେଉଥିବା କଥା
Example :
ତାଙ୍କ କାର୍ଯ୍ୟର ପରିଣାମ ବହୁତ ଖରାପ ହେଲା
Translation in other languages :
Something that results.
He listened for the results on the radio.