Meaning : ପ୍ରତିନିଧିମାନଙ୍କ ଏକ ମଣ୍ଡଳ ବା ଦଳ
Example :
ରାଷ୍ଟ୍ରପତି କାଲି ଆମେରିକାରୁ ଆସିଥିବା ପ୍ରତିନିଧିମଣ୍ଡଳ ସହିତ ସାକ୍ଷାତ କରିବେ
Synonyms : ପ୍ରତିନିଧି ମଂଡଳ, ପ୍ରତିନିଧିମଂଡଳପ୍ରତିନିଧି ମଣ୍ଡଳ
Translation in other languages :
प्रतिनिधियों का मंडल या दल।
राष्ट्रपति कल अमरीका से आए प्रतिनिधिमंडल से मिलेंगी।