Subscribe
URL of the page has been copied to clipboard.
Meaning : ଯାହା ଧ୍ୱନି ବା ଶବ୍ଦ ରୂପରେ ପ୍ରକଟ ହୋଇଥାଏ
Example : ଅର୍ଜୁନଙ୍କ ଧନୁର ଟଙ୍କାରରେ ଚଉଦିଗ ନିନାଦିତ ହୋଇଉଠିଲା
Synonyms : କମ୍ପିତ, ନିନାଦିତ
Translation in other languages :हिन्दी
जो ध्वनि या शब्द के रूप में प्रकट हुआ हो।
Meaning : ଯାହା ଗୁଞ୍ଜରିତ ହୁଏ
Example : ପ୍ରତିଧ୍ୱନିତ ଶଙ୍ଖର ଶବ୍ଦ ଚାରିଆଡ଼େ ଖେଳିଗଲା
Synonyms : ଗୁଞ୍ଜରିତ, ନିନାଦିତ
गूँजा हुआ।
Install App