Subscribe
URL of the page has been copied to clipboard.
Meaning : କିଛି କରିବା ବା ନକରିବା ସମ୍ବନ୍ଧରେ ନିଶ୍ଚିତ ନିର୍ଣ୍ଣୟ
Example : ଭୀଷ୍ମ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପ୍ରତିଜ୍ଞା କଲେ
Synonyms : ନିଶ୍ଚୟ, ପଣ, ଶପଥ
Translation in other languages :हिन्दी English
कुछ करने या न करने के संबंध में पक्का निश्चय।
A verbal commitment by one person to another agreeing to do (or not to do) something in the future.
Meaning : ଭବିଷ୍ୟତରେ କୌଣସି ବିଶେଷ ଅନୁଚିତ କାର୍ଯ୍ୟ ନ କରିବାପାଇଁ ପ୍ରତିଜ୍ଞା
Example : ସେ ମଦ ପିଇବନାହିଁ ବୋଲି ଶପଥ କରିଛି
Synonyms : ରାଣ, ଶପଥ
Translation in other languages :हिन्दी
भविष्य में कोई विशेष अनुचित कार्य न करने की प्रतिज्ञा।
Install App