Meaning : ଆଶାର ପ୍ରତିକୂଳ ଫଳ ବା ଘଟଣା
Example :
ନିଜ କର୍ମର ବିପରୀତକୁ ସ୍ୱୀକାର କରିବା ହେଉଛି ଆମର ଭାଗ୍ୟ
Translation in other languages :
Meaning : ଯେ ପ୍ରକୃତି, ପ୍ରବୃତ୍ତି, ସ୍ଥିତିଆଦିର ବିଚାରରେ ଅନ୍ୟର ପକ୍ଷ ଗ୍ରହଣ କରେ
Example :
ମୁଁ ତାକୁ ଯାହା କହେ ସେ ତାର ଠିକ୍ ବିପରୀତ କାମ କରେ
Translation in other languages :
Altogether different in nature or quality or significance.
The medicine's effect was opposite to that intended.