Meaning : ଧୋକା ଦେବା ବ୍ୟକ୍ତି
Example :
ଆଧୁନିକ ଯୁଗରେ ଧୋକାବାଜ ଲୋକେ କମ୍ ନାହାନ୍ତି
Synonyms : କପଟୀ, ଚାଲବାଜ, ଧୂର୍ତ୍ତ, ଧୋକାବାଜ
Translation in other languages :
धोखा देनेवाला व्यक्ति।
आधुनिक युग में धोखेबाजों की कमी नहीं है।Meaning : ବିଶ୍ୱାସଘାତକତା କରିବା ବ୍ୟକ୍ତି
Example :
ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ
Synonyms : ଛଳନାପୂର୍ଣ୍ଣ, ଠକ, ନିର୍ଦ୍ଦୟ, ବିଶ୍ୱାସଘାତୀ
Translation in other languages :
Having the character of, or characteristic of, a traitor.
The faithless Benedict Arnold.