Meaning : ଯାହାର ପ୍ରତାପ ବା ପ୍ରଭାବ ହୁଏ
Example :
ପ୍ରଭାବଶାଳୀ ଠାକୁରଙ୍କୁ ଗାଁର ସବୁଲୋକ ସମ୍ମାନ ଦିଅନ୍ତି
Synonyms : ପ୍ରଭାବଶାଳୀ, ପ୍ରଭାବଶୀଳ, ପ୍ରଭାବୀ
Translation in other languages :
Meaning : ଯାହାଙ୍କର ବହୁତ ଅଧିକ ପ୍ରତାପ ଅଛି
Example :
ରାବଣ ଜଣେ ପ୍ରତାପୀ ରାଜା ଥିଲା
Synonyms : ପ୍ରତାପଶାଳୀ
Translation in other languages :