Meaning : ଅତ୍ୟଧିକ ହେବାର ଅବସ୍ଥା ବା ଭାବ
Example :
ଶରୀରରେ ଚିନିର ଅତ୍ୟଧିକତା ଯୋଗୁଁ ମଧୁମେହ ରୋଗ ହୁଏ
Synonyms : ଅତି ଅଧିକ, ଅତ୍ୟଧିକତା, ପ୍ରାଚୁର୍ଯ୍ୟ, ବିପୁଳତା
Translation in other languages :
The property of being extremely abundant.
The profusion of detail.Meaning : ଯଥେଷ୍ଟ ହେବା ଅବସ୍ଥା ବା ଭାବ
Example :
ଖାଦ୍ୟ ଶସ୍ୟର ପର୍ଯ୍ୟାପ୍ତତା କାରଣରୁ ଆମମାନଙ୍କୁ କେବେ ବି ଭୋକରେ ରହିବାକୁ ପଡ଼ିବନାହିଁ
Synonyms : ପର୍ଯ୍ୟାପ୍ତତା, ଯଥେଷ୍ଟତା
Translation in other languages :
पर्याप्त होने की अवस्था या भाव।
अन्न की पर्याप्तता के कारण हमें कभी भूखों नहीं मरना पड़ता।