Meaning : ଯେଉଁ ଅବସ୍ଥାରେ କେତେକ ବସ୍ତୁ ବା ବିଷୟ ବାରମ୍ବାର ବ୍ୟବହାରରେ ଆସେ କିମ୍ବା ପ୍ରଚଳିତ ରହେ
Example :
ଆଜିକାଲି ସହରମାନଙ୍କରେ ପଶ୍ଚିମୀ ବସ୍ତ୍ରର ପ୍ରଚଳନ ବଢ଼ୁଛି
Translation in other languages :
Meaning : ନୂଆ ନିୟମ,କର ଆଦି ପ୍ରସ୍ତୁତ କରିବା ପ୍ରକ୍ରିୟା
Example :
ନୂଆ ସରକାର ଆସିବାମାତ୍ରେ ହିଁ ନୂଆ କର ଅଧିରୋପଣ କଲେ
Synonyms : ଅଧିରୋପଣ, ପ୍ରବର୍ତ୍ତନ
Translation in other languages :