Meaning : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
Example :
ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
Synonyms : ଅଭ୍ୟୁଦୟ, ଉତ୍ଥାନ, ଉନ୍ନତି, ଉନ୍ନୟନ, ବିକାଶ
Translation in other languages :
Gradual improvement or growth or development.
Advancement of knowledge.Meaning : ଆଗକୁ ଗମନ ବା ଗତି ବା ଅଗ୍ରସର ହେବା
Example :
ସେନାପତି ସୈନିକମାନଙ୍କ ଅଗ୍ରଗତି ବିଷୟରେ କହୁଥିଲେ
Synonyms : ଅଗ୍ରଗତି
Translation in other languages :