Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ପ୍ରଖ୍ୟାତି from ଓଡ଼ିଆ dictionary with examples, synonyms and antonyms.

ପ୍ରଖ୍ୟାତି   ବିଶେଷ୍ୟ

Meaning : ଖ୍ୟାତ ହେବାର ଅବସ୍ଥା ବା ଭାବ

Example : ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି

Synonyms : ଖ୍ୟାତି, ନାମ, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁନାମ, ସୁଯଶ


Translation in other languages :

The state or quality of being widely honored and acclaimed.

celebrity, fame, renown