Meaning : ତେଜ ବା ପ୍ରଖର
Example :
ଏହି କାମ କରିବା ନିମନ୍ତେ ତୀକ୍ଷ୍ଣ ବୁଦ୍ଧିର ଆବଶ୍ୟକତା ରହିଛି
Synonyms : ଉଗ୍ର, ତୀକ୍ଷ୍ଣ, ତୀବ୍ର, ତେଜ, ଶାଣିତ
Translation in other languages :
Having or demonstrating ability to recognize or draw fine distinctions.
An acute observer of politics and politicians.