Meaning : ଯାହା ଗୋପନୀୟ ନୁହେଁ
Example :
ଏହା ଖୋଲାଖୋଲି କଥା, ଏହି ବିଷୟ ଆପଣ ମଧ୍ୟ ଜାଣିପାରନ୍ତି
Synonyms : ଅଗୋପନୀୟ, ଅଲୁଚା, ଖୋଲାଖୋଲି, ଖୋଲାମେଲା, ପ୍ରକାଶ ଯୋଗ୍ୟ
Translation in other languages :
Not concealed or hidden.
Her unconcealed hostility poisoned the atmosphere.Meaning : ପ୍ରକାଶିତ କରିବା ଯୋଗ୍ୟ ବା ପ୍ରକାଶିତ ହେବାକୁ ଥିବା
Example :
ତାର ତିନିଟି ପ୍ରକାଶ୍ୟ ରଚନା ପ୍ରେସରେ ଅଛି
Synonyms : ପ୍ରକାଶନୀୟ
Translation in other languages :
Suitable for publication.
publishable