Meaning : ନିଆଁ ସମ୍ପର୍କରୁ ଜଳୁଥିବା କିମ୍ବା ଗରମପବନ ହେଉଥିବାର ରୂପ
Example :
ଚୁଲିରେ ନିଆଁ ଜଳୁଛି
Translation in other languages :
Start to burn or burst into flames.
Marsh gases ignited suddenly.Meaning : ଲଙ୍କାଆଦି ବସ୍ତୁର ଜିଭ ବା ଶରୀର ଉପରେ ହେଉଥିବା ତୀବ୍ର ଅନୁଭବ
Example :
ରାଗ ଖାଇବାରୁ ମୋ ଜିଭ ପୋଡ଼ୁଛି
Synonyms : ଜଳିବା
Translation in other languages :
Meaning : ସିଝିବାର କାମ କରିବା
Example :
ଟାଣଖରା ଆମକୁ ସିଝାଇଦେଲା ନିଆଁ ପାଖରେ ଠିଆହୋଇ ଆପଣ ଆପଣଙ୍କ କପଡ଼ା ପୋଡ଼ିଦେଲେ
Synonyms : ସିଝିବା
Translation in other languages :