Subscribe
URL of the page has been copied to clipboard.
Meaning : ବଢ଼ିବା ବା ବଢ଼େଇବା କ୍ରିୟା
Example : ଅଜ୍ଞାନତା ଆମ ଅହଙ୍କାରର ବର୍ଦ୍ଧନ କରିଥାଏ
Synonyms : ବର୍ଦ୍ଧନ, ବିକାଶ, ବୃଦ୍ଧି
Meaning : ପୁଷ୍ଠ ବା ଦୃଢ଼ କରିବାର କ୍ରିୟା
Example : ଆମ ଶରୀର ଭୋଜନରେ ପୋଷଣ ହୁଏ
Synonyms : ପରିପୋଷଣ, ସଂପୋଷଣ
Translation in other languages :हिन्दी English
पुष्ट या पक्का करने की क्रिया।
The act of nourishing.
Install App