Meaning : ନଦୀ ପାରହେବାପାଇଁ ତିଆରି କରାଯାଇଥିବା କାଠ କିମ୍ବା ଖମ୍ବଯୁକ୍ତ ସିମେଣ୍ଟ ରାସ୍ତା
Example :
ନଦୀଗୁଡିକ ଉପରେ ଜାଗା ଜାଗାରେ ପୋଲ ତିଆରି କରାଯାଉଛି
Translation in other languages :
Meaning : ବହୁତ ଛୋଟ ପୋଲ ଯାହା ପ୍ରାୟତଃ ଛୋଟ ନାଳସବୁ ପାରି କରିବାପାଇଁ ରାସ୍ତାରେ ତିଆରି କରାଯାଇଥାଏ
Example :
ବିଦ୍ୟାଳୟକୁ ଯିବା ସମୟରେ ପିଲାମାନଙ୍କୁ ପୋଲ ପାରିକରି ଯିବାକୁ ପଡ଼େ
Translation in other languages :