Meaning : ପିତାଙ୍କର ବା ପିତାଙ୍କଠାରୁ ପ୍ରାପ୍ତ ସମ୍ପତ୍ତି
Example :
ସରକାରୀ ସମ୍ପତ୍ତି କାହା ବାପାଙ୍କର ନୁହେଁ
Translation in other languages :
Meaning : ବାପା ଦାଦାଙ୍କ ସମୟରୁ ଚାଲିଆସିଥିବା ବା ବାପା ଦାଦାଙ୍କଠାରୁ ମିଳିଥିବା
Example :
ସେ ନିଜର ପୈତୃକ ସମ୍ପତ୍ତି ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲା
Synonyms : ଖାନଦାନୀ
Translation in other languages :
Inherited or inheritable by established rules (usually legal rules) of descent.
Ancestral home.Meaning : ଯେ କୌଣସି ବଂଶର ସମକକ୍ଷ ହୋଇଆସୁଥିବା ଏବଂ ଆଗକୁ ଏହି ବଂଶ ସହିତ ରହିବାର ସମ୍ଭବନା ଥିବା
Example :
ସେ ବଂଶଗତ ରୋଗରେ ପୀଡ଼ିତ ଅଛନ୍ତି
Synonyms : ଆନୁବଂଶିକ, ବଂଶଗତ, ବଂଶାନୁକ୍ରମିକ
Translation in other languages :