Meaning : ଗୋଟିଏ ଛୋଟ ଗଛ ମଞ୍ଜି ଯେଉଁଥିରୁ ତେଲ ବାହାରେ
Example :
ଖେତରେ ଅଳସୀ ଲହରୀ ମାରୁଛି
Translation in other languages :
Plant of the genus Linum that is cultivated for its seeds and for the fibers of its stem.
flaxMeaning : ଶରୀର ମଧ୍ୟରେ ଥିବା ମାଂସରେ ଏକ ପ୍ରକାର ମାଂସାଳଗଣ୍ଠି ଯାହାଦ୍ୱାରା ଅଙ୍ଗଗୁଡ଼ିକର ସଞ୍ଚାଳନ ହୋଇଥାଏ
Example :
ପେଶୀକୋଷଦ୍ୱାରା ପେଶୀର ନିର୍ମାଣ ହୋଇଥାଏ
Synonyms : ମାଂସପେଶୀ
Translation in other languages :
Meaning : ପାଉଁଶିଆ ବା କଳା ରଙ୍ଗର ଏକ ମଞ୍ଜି ଯେଉଁଥିରୁ ତେଲ ବାହାରେ
Example :
ପେଶୀ ଲଡ଼ୁ ସ୍ୱାସ୍ଥ୍ୟପାଇଁ ହିତକାରକ
Translation in other languages :