Meaning : ଗଳାରେ କଫ ଅଟକିବା କାରଣରୁ ଶ୍ବାସ କ୍ରିୟା ସମୟରେ ହେଉଥିବା ସଁସଁ ଶବ୍ଦ
Example :
ପେଲି_ହେବା କାରଣରୁ ମୁଁ ରାତି ଭରି ଶୋଇ ପାରିନାହିଁ
Synonyms : ହିକ୍କା ଉଠିବା
Translation in other languages :
गले में कफ रुकने के कारण साँस लेते समय होने वाली घरघराहट।
घर्रे के कारण मैं रात भर सो नहीं सकी।