Meaning : ନିୟମିତ ସମୟରେ ପ୍ରକାଶିତ ହେଉଥିବା ପତ୍ର ଯେଉଁଥିରେ ଅନେକ ପ୍ରକାରର ସମାଚାର ରହିଥାଏ
Example :
ସେ ସଂଧ୍ୟାକାଳୀନ ସମାଚାରପତ୍ର ପଢ଼ୁଛି
Synonyms : ଖବର କାଗଜ, ସମାଚାର ପତ୍ର
Translation in other languages :
नियमित समय पर प्रकाशित होने वाला वह पत्र जिसमें अनेक प्रकार के समाचार रहते हों।
वह सायंकालीन समाचारपत्र पढ़ रहा है।