Meaning : କୌଣସି ବସ୍ତୁର ଆବିଷ୍କାରକଙ୍କୁ ସେହି ବସ୍ତୁ ଉପରେ ସଂପୂର୍ଣ୍ଣ ଅଧିକାର ଦେଉଥିବା ଦସ୍ତାବିଜ
Example :
ଆମେରିକା ହଳଦୀ, ବାସୁମତୀ ଚାଉଳ, ନିମ ଭଳି ଭାରତୀୟ ବସ୍ତୁଗୁଡ଼ିକଉପରେ ପେଟେଣ୍ଟ ପାଇବାପାଇଁ ଚେଷ୍ଟା କଲା
Synonyms : ଏକସ୍ୱ
Translation in other languages :
Meaning : କୌଣସି ଆବିଷ୍କାର, ନିର୍ମାଣ ଆଦିରେ ପୂର୍ଣ୍ଣଅଧିକାର ପ୍ରାପ୍ତ ସେହି ଅଧିକାରୀ ବ୍ୟକ୍ତି, କମ୍ପାନୀ ଆଦି ସେହି ବସ୍ତୁକୁ ପ୍ରସ୍ତୁତ କରି ବିକ୍ରି କରିପାରିବେ
Example :
ସେ ଗୋଟିଏ ଆୟୁର୍ବେଦିକ ଔଷଧର ପେଟେଣ୍ଟ କରିବାକୁ ଚାହୁଁଛି
Synonyms : ଏକସ୍ବ ଅଧିକାର
Translation in other languages :
किसी आविष्कार, निर्माण आदि पर पूर्ण अधिकार जिसके द्वारा वही अधिकारी व्यक्ति, कंपनी आदि उस वस्तु को बना, बेंच आदि सकता है।
वह एक आयुर्वेदिक दवा का पेटेंट कराना चाहता है।The right granted by a patent. Especially the exclusive right to an invention.
patent rightMeaning : ଅମୁକ ବସ୍ତୁର ପେଟେଣ୍ଟ ଅମୁକ ବ୍ୟକ୍ତିକୁ, କମ୍ପାନୀକୁ ଦିଆଯାଉବୋଲି ଲେଖାଯାଇଥିବା ଅଧିକାରୀଙ୍କ ପତ୍ର
Example :
ଯେତେବେଳ ପର୍ଯ୍ୟନ୍ତ ପେଟେଣ୍ଟ ହାତରେ ନପହଞ୍ଚିଛି ସେତେବେଳ ପର୍ଯ୍ୟନ୍ତ କିଛି କରିହେବ ନାହିଁ
Synonyms : ଏକତ୍ବ ଅଧିକାରପତ୍ର, ଏକସ୍ବ ଅଧିକାରପତ୍ର, ପେଟେଂଟ
Translation in other languages :
वह अधिकारिक पत्र जिस पर यह लिखा को कि अमुक वस्तु का पेटेंट अमुक आदमी, कंपनी आदि को दिया जाता है।
जब तक पेटेंट हाथ में नहीं आ जाता तब तक कुछ नहीं किया जा सकता।