Meaning : ବହୁତ ଖାଉଥିବା ବ୍ୟକ୍ତି
Example :
ରାମାନନ୍ଦ ବହୁତ ବଡ଼ ପେଟୁ, ସିଏ ଥରକେ ଖୁବ ବେଶି ଖାଏ
Translation in other languages :
A person who is devoted to eating and drinking to excess.
glutton, gourmand, gourmandizer, trenchermanMeaning : ଅତ୍ୟଧିକ ଖାଇବାବାଲା
Example :
ପେଟୁ ରମେଶ, ଥରକରେ କିଲେ ଚାଉଳର ଭାତ ଖାଏ
Translation in other languages :
Meaning : ଯାହାକୁ ସଦାବେଳେ ଭୋକ ଲାଗୁଥାଏ
Example :
ପେଟୁ ବ୍ୟକ୍ତି ସବୁବେଳେ କିଛି ନା କିଛି ଖାଇବାକୁ ହାଁ ହାଁ ହୁଏ
Synonyms : ଗିଳା
Translation in other languages :
Meaning : ବଡ଼ ପେଟବାଲା
Example :
ବଡ଼ପେଟା ଲୋକେ ନିୟମିତ ବ୍ୟାୟାମ କରିବା ଆବଶ୍ୟକ
Synonyms : ବଡ଼ପେଟା
Translation in other languages :