Meaning : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
Example :
ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
Translation in other languages :
Meaning : ପେଟର ସେହି ଅଂଶ ଯେଉଁଠି ଭାଙ୍ଗ ପଡ଼ିଥାଏ
Example :
ମୁନ୍ନାର ପେଟରେ ବଡ଼ କଳାଜାଇ ଅଛି
Translation in other languages :
Meaning : ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି
Example :
ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି
Translation in other languages :
Meaning : ଜାହାଜ ବା ନାଆର ଢାଞ୍ଚା
Example :
ଜାହାଜର ପେଟର ଅଧିକାଂଶ ପାଣିରେ ରହେ
Translation in other languages :