Meaning : ଭାଙ୍ଗିବା, ଖଣ୍ଡିତ ହେବା ବା ବିଭାଜିତ ହେବାର ପ୍ରକ୍ରିୟା
Example :
କୌଣସି ନା କୌଣସି ସମାଜର ବିଘଟନ ତାକୁ ଦୁର୍ବଳ କରିଦିଏ
Translation in other languages :
Meaning : ଅଲଗା କରିବା ବା ହଟାଇବାର ପ୍ରକ୍ରିୟା
Example :
ତାକୁ ପୃଥକୀକରଣ କରିବାର ଆବଶ୍ୟକତା ନାହିଁ
Synonyms : ସ୍ୱତନ୍ତ୍ରୀକରଣ
Meaning : ଅଲଗା କରିବାର ପ୍ରକ୍ରିୟା
Example :
କାର୍ଯ୍ୟ କ୍ଷମତା ବଢାଇବା ପାଇଁ ଏହି କମ୍ପାନୀର ପୃଥକୀକରଣ ଆବଶ୍ୟକ ହୋଇଛି
Translation in other languages :
पृथक् या अलग करने की क्रिया।
कार्य क्षमता बढ़ाने के लिए इस कंपनी का पृथक्करण आवश्यक हो गया है।The act of dividing or disconnecting.
separation