Meaning : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
Example :
କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
Synonyms : ଉଖାଡ଼ି ଯିବା, ଖସିଯିବା, ବାହାରି ଯିବା
Translation in other languages :
Meaning : ମେଳ ବା ଦଳଆଦିରୁ ଅଲଗା ହେବା
Example :
ସେ କଂଗ୍ରେସରୁ ବାହାରି ଗଲା
Synonyms : ଅଲଗା ହେବା, ଦୂରେଇଯିବା, ବାହାରିଯିବା, ହଟିଯିବା
Translation in other languages :
Remove oneself from an association with or participation in.
She wants to leave.