Subscribe
URL of the page has been copied to clipboard.
Meaning : ପ୍ରଥମେ କୁହାହୋଇଥିବା
Example : ମନ୍ତ୍ରୀ ମହୋଦୟ ନିଜ ପୂର୍ବୋକ୍ତ ଭାଷଣରେ ପ୍ରଯୁକ୍ତ ବକ୍ତବ୍ୟଗୁଡ଼ିକର ଖଣ୍ଡନ କରିଥିଲେ
Synonyms : ପୂର୍ବକଥିତ
Translation in other languages :हिन्दी English
पहले कहा हुआ।
Mentioned or named earlier in the same text.
Meaning : ଯାହାର ଉଲ୍ଲେଖ ଉପରେ ବା ପ୍ରଥମରୁ ହୋଇସାରିଛି
Example : ଉପରୋକ୍ତ ଦୋହା ରାମଚରିତ ମାନସରୁ ଆନୀତ
Synonyms : "ଉପରୋକ୍ତ, ଉପରଲିଖିତ, ଉପର୍ୟୁକ୍ତ, ଉଲ୍ଲେଖିତ, ପ୍ରଥମୋକ୍ତ
जिसका उल्लेख ऊपर या पहले हो चुका हो।
Install App