Subscribe
URL of the page has been copied to clipboard.
Meaning : ପ୍ରଥମେ ଯେମିତି ଥିଲା ସେମିତି
Example : ନୀରଜ ଅନେକ ବର୍ଷ ବିଦେଶରେ ରହିବାପରେ ବି ଆଗଭଳି ଅଛି
Synonyms : ଆଗଭଳି, ପୂର୍ବବତ
Translation in other languages :हिन्दी
जैसा पहले था वैसा ही।
Meaning : ପ୍ରଥମ ଭଳି ବା ପ୍ରଥମେ ଯେଉଁ ଭଳି ଥିଲା ସେହି ଭଳି
Example : କେତେକ ପରମ୍ପରାର ମହତ୍ୱ ଆଜି ବି ପୂର୍ବଭଳି ରହିଛି
Synonyms : ଆଗ ଭଳି, ଯଥାପୂର୍ବ
Install App