Meaning : ଯାହା ବିତିଯାଇଥିବା ସମୟ ସହ ସମ୍ବନ୍ଧିତ
Example :
ଅତୀତକାଳର ବିବାଦକୁ ଭୁଲି ଆମକୁ ବନ୍ଧୁତାର ହାତ ବଢ଼ାଇବା ଆବଶ୍ୟକ
Translation in other languages :
जो बीते हुए समय से संबंधित हो।
भूत कालीन विवादों को भूलाकर हमें दोस्ती का हाथ बढ़ाना चाहिए।Meaning : ଏହି ସମୟର ପୂର୍ବରୁ ବା ଯାହା ପୂର୍ବକାଳ ସହିତ ସମ୍ବନ୍ଧିତ
Example :
ମୁଁ ମୋର ପୁରୁଣା ବନ୍ଧୁକୁ ଦେଖା କରିବାକୁ ଯାଉଛି
Synonyms : ପୁରୁଣା, ପୂର୍ବକାଳୀନ, ପୂର୍ବଦିନର, ପ୍ରାଚୀନ
Translation in other languages :
इस समय से पहले का या जो पूर्व काल से संबंधित हो।
कल मैं एक पुराने किले को देखने गया था।Meaning : ଯାହା ବହୁତଦିନ ତଳେ ଘଟିଥିଲା ବା ତିଆରି ହୋଇଥିଲା
Example :
ଏହି ସଂଗ୍ରହାଳୟରେ ବହୁ ପ୍ରାଚୀନ ବସ୍ତୁ ସଂଗୃହୀତ ହୋଇଛି ପ୍ରାଚୀନ କାଳରେ ଭାରତ ବିଶ୍ୱଶିକ୍ଷାର କେନ୍ଦ୍ରବିନ୍ଦୁ ଥିଲା
Synonyms : ପୁରାତନ, ପୁରୁଣା, ପୂର୍ବକାଳୀନ, ପ୍ରାଚୀନ
Translation in other languages :