Meaning : କୌଣସି ନାଟକ, ଏକାଂକିକା, ନୃତ୍ୟଆଦି ଅଭିନୀତ ହେବାପୂର୍ବରୁ କରାଯାଉଥିବା ଅଭ୍ୟାସ
Example :
ରିହର୍ସଲ ପରେ ଅଭିନୟ କରିବା ସହଜ ହୋଇଥାଏ
Synonyms : ପୂର୍ବାଭିନୟ, ପୂର୍ବାଭ୍ୟାସ, ରିହର୍ସଲ
Translation in other languages :
कोई नाटक,एकांकी,नृत्य आदि अभिनीत करने के पहले किया जानेवाला अभ्यास।
रिहर्सल के बाद अभिनय करना आसान होता है।