Meaning : ଏସିଆର ଦେଶ
Example :
ସେ ସମୟ ମଧ୍ୟ ଆସିବ ଯେତେବେଳେ ଭାରତ ପୂର୍ବରେ ପ୍ରତିନିଧିତ୍ୱ କରିବ
Synonyms : ପୂର୍ବରାଷ୍ଟ୍ର
Translation in other languages :
* एशिया के देश।
वह समय भी आएगा जब भारत पूर्वी देशों का प्रतिनिधित्व करेगा।Meaning : ସୂର୍ଯ୍ୟ ଉଦୟ ହେଉଥିବା ଦିଗ
Example :
ଭାରତର ପୂର୍ବରେ ବଙ୍ଗୋପସାଗର
Synonyms : ପୂର୍ବ କୋଣ, ପୂର୍ବ ଦିଗ, ପୂର୍ବ ଦିଶା
Translation in other languages :
Meaning : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ନବେ ଡିଗ୍ରୀ ଉପରେ ହୋଇଥାଏ
Example :
ପୂର୍ବ ସର୍ବଦା ପୂର୍ବ ଦିଗଆଡ଼କୁ ହିଁ ହୋଇଥାଏ
Translation in other languages :
Meaning : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର
Example :
ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା
Translation in other languages :
Meaning : କୌଣସି କାରଣରୁ ଯିଏ ପ୍ରଥମେ ଗୋଟିଏ ପଦରେ ଥିଲେ କିନ୍ତୁ ବର୍ତ୍ତମାନ ସେହି ପଦରେ ନାହାନ୍ତି
Example :
ଆଜିର ସଭାରେ କେତେ ଭୂତପୂର୍ବ ମନ୍ତ୍ରୀ ମଧ୍ୟ ଭାଗନେବେ
Translation in other languages :
जो पहले किसी कारण से उस पद पर रह चुका हो,पर अब किसी कारण से उस पद पर न हो।
आज की सभा में कई भूतपूर्व मंत्री भी भाग लेंगे।