Meaning : ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
Example :
ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
Synonyms : ପୂରା, ପୂର୍ଣ୍ଣ, ପୂର୍ଣ୍ଣତା
Translation in other languages :
The act of making something perfect.
perfection