Meaning : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
Example :
କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
Synonyms : ପୂରାଇବା, ବୋଝେଇକରିବା, ଭରିବା, ଭର୍ତ୍ତିକରିବା
Translation in other languages :
Meaning : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
Example :
ପ୍ରଥମେ ଏହି କାମ ଶେଷ କର
Synonyms : ପୂରା କରିବା, ଶେଷ କରିବା, ସମାପ୍ତ କରିବା
Translation in other languages :
किसी काम या वस्तु आदि का अंत करना।
पहले यह काम खत्म करो।