Meaning : ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
Example :
ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
Synonyms : ପୂର୍ଣ୍ଣ, ପୂର୍ଣ୍ଣତା, ପୂର୍ତ୍ତି
Translation in other languages :
The act of making something perfect.
perfectionMeaning : ପୂରା ଭାବରେ
Example :
ଏହି କଥା ସମ୍ପୂର୍ଣ୍ଣ ମିଛ ସେ ସଡ଼କର ସମ୍ପୂର୍ଣ୍ଣ ମଝିରେ ଠିଆ ହୋଇଥିଲା ସେ ସମ୍ପୂର୍ଣ୍ଣ ମୂର୍ଖ
Synonyms : ଆମୂଳଚୂଳ, ଏକଦମ୍, ନିତାନ୍ତ, ପୂର୍ଣ୍ଣରୂପରେ, ଶତପ୍ରତିଶତ, ସମ୍ପୂର୍ଣ୍ଣ
Translation in other languages :
पूरी तरह से या थोड़ी मात्रा में भी।
यह बात बिल्कुल झूठ है।Meaning : ସମ୍ପୂର୍ଣ୍ଣ ଭାବରେ
Example :
ବାଇଗଣ ଭରତା ତିଆରି କରିବାପାଇଁ ବାଇଗଣକୁ ଗୋଟା ରନ୍ଧାଯାଏ
Synonyms : ଗୋଟା, ସମ୍ପୂର୍ଣ୍ଣ
Translation in other languages :
Meaning : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
Example :
ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
Synonyms : ପୂର୍ଣ୍ଣ, ସମ୍ପୂର୍ଣ୍ଣ
Translation in other languages :
Being complete of its kind and without defect or blemish.
A perfect circle.