Subscribe
URL of the page has been copied to clipboard.
Meaning : ପୂଜା କରିବାର କ୍ରିୟା ବା ଭାବ
Example : ସେ ମନ୍ଦିରରେ ପୂଜିବା ପରେ ପୂଜାରୀଙ୍କୁ କିଛି ଦକ୍ଷିଣା ଦେଉଛି
Synonyms : ପୂଜା
Translation in other languages :हिन्दी English
पूजने की क्रिया या भाव।
The activity of worshipping.
Meaning : ପୂଜା କରାଯିବା
Example : ଶ୍ରାବଣ ମାସରେ ଭଗବାନ ଶଙ୍କରଙ୍କୁ ବହୁତ ପୂଜା କରାଯାଏ
Synonyms : ପୂଜାର୍ଚ୍ଚନା କରିବା
Translation in other languages :हिन्दी
पूजा जाना।
Meaning : ଭକ୍ତି ଅଥବା ଶ୍ରଦ୍ଧା ସହିତ କାହାକୁ ସେବା କରିବା
Example : ମୁଁ ମୋ ଗୁରୁଜୀଙ୍କୁ ପୂଜାକରେ
भक्ति अथवा श्रद्धा सहित किसी की सेवा करना।
Attend religious services.
Install App