Meaning : ଯେ ମନ୍ଦିରରେ ଦେବତା ଆଦିଙ୍କ ପୂଜା ଅର୍ଚ୍ଚନାପାଇଁ ନିଯୁକ୍ତ ହୋଇଥାନ୍ତି
Example :
ଶ୍ୟାମର ବାପା ଏହି ମନ୍ଦିରର ପୂଜାରୀ
Translation in other languages :
A person who performs religious duties and ceremonies in a non-Christian religion.
non-christian priest, priestMeaning : ଦେବତାଙ୍କୁ ପୂଜା କରୁଥିବା ବ୍ରାହ୍ମଣ
Example :
ପୂଜାରୀଙ୍କ କହିବା ପରେ ସମସ୍ତେ ଅଗ୍ନିରେ ଆହୁତି ଦେଲେ
Translation in other languages :
Meaning : ଯେ ମୂର୍ତ୍ତି ବା ପ୍ରତିମା ପୂଜା କରନ୍ତି
Example :
ମୂର୍ତ୍ତିପୂଜକଙ୍କ ମନ ଶାନ୍ତ ରହିବ, ଏହା ଜରୁରୀ ନୁହେଁ
Synonyms : ମୂର୍ତ୍ତିପୂଜକ
Translation in other languages :
Meaning : ଯେ ପୂଜା କରେ
Example :
ଭଗବାନଙ୍କ ସଚ୍ଚୋଟ ଉପାସକ ସଂସାରିକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି
Translation in other languages :
Meaning : ଯିଏ ଈଶ୍ୱର ବା ଦେବତାଆଦିଙ୍କୁ ଭକ୍ତି କରନ୍ତି
Example :
ସେ ହନୁମାନ ଭକ୍ତ
Translation in other languages :