Meaning : ଫୁଲର ଲମ୍ବା କେଶରଗୁଡ଼ିକ ଉପରେ ଜମାହୋଇଥିବା ଧୂଳି ବା ପୁଷ୍ପରେଣୁ
Example :
ପ୍ରଜାପତି ପୁଷ୍ପରେଣୁକୁ ଗୋଟିଏ ଫୁଲରୁ ଅନ୍ୟ ଫୁଲ ପର୍ଯ୍ୟନ୍ତ ନେଇଯାଏ
Synonyms : କୁସୁମରେଣୁ, ପରାଗକଣ, ପୁଷ୍ପ ପରାଗ, ପୁଷ୍ପରଜ, ଫୁଲରେଣୁ, ମଧୁଲିକା
Translation in other languages :
The fine spores that contain male gametes and that are borne by an anther in a flowering plant.
pollen