Meaning : ପୁରୁଷର ଯୋଗ୍ୟ ବା ଉପଯୁକ୍ତ କାମ
Example :
ବିନା ପୌରୁଷରେ ଜୀବନରେ କିଛି ମିଳେନାହିଁ
Translation in other languages :
The trait of behaving in ways considered typical for men.
masculinityMeaning : ପୁରୁଷର ଭାବ ବା ଗୁଣ ଯାହାଦ୍ୱାରା ସେ ସନ୍ତାନ ଉତ୍ପତ୍ତି କରିପାରେ
Example :
ତାର ପୁରୁଷତ୍ୱ ନାହିଁ
Translation in other languages :
The masculine property of being capable of copulation and procreation.
virility