Meaning : ପ୍ରାଚୀନ କାଳର କଥା
Example :
ପୁରାଣ ଗପରେ ପ୍ରାଚୀନ କାଳର ଘଟଣାଗୁଡ଼ିକ ସଂପର୍କରେ ଆଲୋକପାତ କରାଯାଇଥାଏ
Synonyms : ପୁରାଣ ଆଖ୍ୟାନ, ପୁରାଣ କଥା, ପୁରାଣ ଗପ
Translation in other languages :
प्राचीन काल की कथा।
पुरा कथाएँ प्राचीन काल की घटनाओं पर प्रकाश डालती हैं।