Meaning : ଆଉଥରେ ବା ଦ୍ୱିତୀୟଥର ଆସିବାର ପ୍ରକ୍ରିୟା
Example :
ଅତିଥିଙ୍କ ଲେଉଟଣ ଫଳରେ ଗୃହ ସଦସ୍ୟମାନଙ୍କ ମନ ମରିଗଲା
Synonyms : ପ୍ରତ୍ୟାବର୍ତ୍ତନ, ଲେଉଟଣ
Translation in other languages :
फिर से आने या दोबारा आने की क्रिया।
अतिथि के पुनरागमन से गृह सदस्यों का मुँह लटक गया।