Subscribe
URL of the page has been copied to clipboard.
Meaning : ପୁତ୍ରହୀନ ହେବାର ଅବସ୍ଥା ବା ଭାବ
Example : ଜମୀଲା ଅପୁତ୍ରିକ ଦୁଃଖ ସହିପାରିଲା ନାହିଁ
Synonyms : ଅପୁତ୍ରିକ
Translation in other languages :हिन्दी
पुत्रहीन होने की अवस्था या भाव।
Meaning : ଯେଉଁ ବ୍ୟକ୍ତିର ପୁତ୍ର ନ ଥାଏ
Example : ଅପୁତ୍ରିକ ପୁତ୍ର ଇଚ୍ଛାରେ ଦ୍ୱିତୀୟ ବିବାହ କଲା
Synonyms : ଅପୁତ୍ରିକ, ଆଣ୍ଢୁକୁଡ଼ା
वह व्यक्ति जिसके बेटे न हों।
Meaning : ଯାହାର ପୁଅ ନାହିଁ (ସ୍ତ୍ରୀ)
Example : ସେମାନେ ତାଙ୍କ ଅପୁତ୍ରିକ ବୋହୂର ବଞ୍ଚିବା କଷ୍ଟକର କରି ଦେଲେଣି
जिसे पुत्र न हो (स्त्री)।
Meaning : ଯେଉଁ(ପୁରୁଷ)ର ପୁତ୍ର ନାହିଁ
Example : ଆମର ପୁତ୍ରହୀନ ପଡ଼ୋଶୀ ବହୁତ ଦୁଃଖୀ ରହୁଛନ୍ତି
जिसे पुत्र न हो (पुरुष)।
Install App