Meaning : ଉତ୍ତମ ଆଚରଣ ଯୋଗୁଁ ମିଳୁଥିବା ସୁପରିଣାମ
Example :
ଆପଣଙ୍କ ଭଳି ପରୋପକାରୀ ବ୍ୟକ୍ତିଙ୍କର ବହୁତ ପୁଣ୍ୟ ହେବ
Translation in other languages :
Meaning : ସ୍ୱର୍ଗ ଆଦି ଶୁଭଫଳ ଦେଉଥିବା କାର୍ଯ୍ୟ
Example :
ଦୀନଦୁଃଖୀମାନଙ୍କ ସେବା ହିଁ ସବୁଠାରୁ ବଡ଼ ଧର୍ମ
Synonyms : ଧର୍ମ
Translation in other languages :
परोपकार, दान, सेवा आदि कार्य जो शुभ फल देते हैं।
दीन-दुखियों की सेवा ही सबसे बड़ा धर्म है।Meaning : ଯାହା ଶୁଭ ବା ଭଲ
Example :
ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
Translation in other languages :
Auguring favorable circumstances and good luck.
An auspicious beginning for the campaign.