Meaning : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
Example :
ବଣିଆ ମୁଦି ଉପରେ ସୁନାଲେପ ଦେଉଛି
Translation in other languages :
The application of a thin coat of metal (as by electrolysis).
platingMeaning : ବହୁତ ହାଲୁକା ସଂଯୋଗ ବା ଅବସ୍ଥା
Example :
ତା କବିତାରେ ଛାୟାବାଦର ଆଭାସ ମିଳେ
Translation in other languages :