Meaning : ଗାଉନ ପଛର ଯେଉଁ ଲମ୍ବାଅଂଶ ଭୂଇଁକୁ ଛୁଏଁ
Example :
ବିବାହକୁ ଆସିଥିବା ବିଦେଶୀ ମହିଳାର ଗାଉନ କାନି ତଳେ ଘୁଷୁରୁଛି
Synonyms : ଗାଉନ କାନି
Translation in other languages :
Piece of cloth forming the long back section of a gown that is drawn along the floor.
The bride's train was carried by her two young nephews.Meaning : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
Example :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
Translation in other languages :
Meaning : ମୟୂରର ପୁଚ୍ଛ
Example :
ଏହି ପଙ୍ଖା ମୟୂର ପୁଚ୍ଛରେ ତିଆରି
Synonyms : କଳାପ, ମୟୂର ପୁଚ୍ଛ, ଶ୍ରୀଖଣ୍ଡ
Translation in other languages :
Feather growing from the tail (uropygium) of a bird.
tail feather