Subscribe
URL of the page has been copied to clipboard.
Meaning : ଧର୍ମଗ୍ରନ୍ଥରେ ବର୍ଣ୍ଣିତ ସେହି ତରଳ ପଦାର୍ଥ ଯାହା ପିଇଲେ ଜୀବ ଅମର ହୋଇଯାଏ
Example : ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଅମୃତକୁ ନେଇ ଦେବତା ଓ ଅସୁର ନିଜ ମଧ୍ୟରେ ଲଢ଼େଇ କଲେ
Synonyms : ଅମୀୟ, ଅମୃତ, ସୁଧା
Translation in other languages :हिन्दी English
धर्मग्रंथों में वर्णित वह तरल पदार्थ जिसे पीने से जीव अमर हो जाता है।
(classical mythology) the food and drink of the gods. Mortals who ate it became immortal.
Install App