Meaning : ପିଠି ହଠାତ୍ ମୋଡ଼ିହେବା ଯୋଗୁଁ ହେଉଥିବା ଏକ ପ୍ରକାରର ସ୍ନାୟୁବିକ ଦରଜ
Example :
ପୀଡ଼ା ହେବାରୁ ସେ ଛଟପଟ ହେଲା
Translation in other languages :
Meaning : ରହିରହି ହେଉଥିବା କଷ୍ଟ
Example :
ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ
Translation in other languages :
Meaning : ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ
Example :
ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
Synonyms : ଦରଜ