Subscribe
URL of the page has been copied to clipboard.
Meaning : ପିଲାଙ୍କ ଭଳି
Example : ତିରିଶ ବର୍ଷ ବୟସରେ ବି ସୂର୍ଯ୍ୟ ସବୁବେଳେ ପିଲାଳିଆ ବ୍ୟବହାର କରିଥାଏ
Synonyms : ଛୁଆଳିଆ
Translation in other languages :हिन्दी English
बच्चों जैसा।
Indicating a lack of maturity.
Meaning : ପିଲାମାନଙ୍କ ଯୋଗ୍ୟ
Example : ଆମେ ଏ ପିଲାଳିଆ ଖେଳ ଖେଳିବା ନାହିଁ
बच्चों के योग्य।
Of or relating to or characteristic of or appropriate for children or young people.
Install App