Subscribe
URL of the page has been copied to clipboard.
Meaning : ଶରୀର ଭିତରେ ଥିବା ଏକ ପ୍ରକାର ତରଳ ପଦାର୍ଥ ଯାହା ଯକୃତରେ ତିଆରି ହୁଏ ଏବଂ ପାଚନ କ୍ରିୟାରେ ସହାୟକ ହୁଏ
Example : ପିତ୍ତ ଖାଦ୍ୟକୁ ପଚାଇବାରେ ସହାୟକ ହୋଇଥାଏ
Synonyms : ପିତ୍ତ
Translation in other languages :हिन्दी English
शरीर के अंदर का एक तरल पदार्थ जो यकृत में बनता है और पाचन में सहायक होता है।
A digestive juice secreted by the liver and stored in the gallbladder. Aids in the digestion of fats.
Install App