Meaning : କୌଣସି ବସ୍ତୁ, ବ୍ୟକ୍ତି ବା କୌଣସି ଭାଗକୁ ଯୋରରେ ଉଚ୍ଚ ସ୍ଥାନରୁ ତଳକୁ ପକାଇବା
Example :
ପିଲାଟି ଖେଳନାକୁ ପିଟୁଥିଲା
Synonyms : କଚାଡ଼ିବା
Translation in other languages :
किसी वस्तु, व्यक्ति या किसी भाग को ज़ोर के साथ ऊँचे स्थान से नीचे की ओर गिराना।
बच्चा खिलौनों को पटक रहा है।Set (something or oneself) down with or as if with a noise.
He planked the money on the table.Meaning : ଆଘାତଦ୍ୱାରା କୌଣସି ବସ୍ତୁକୁ ଚେପଟା କରିବା
Example :
କମାର ଲୁହା ଉପକରଣ ତିଆରିକରିବା ସମୟରେ ତାକୁ ଗରମ କରି ପିଟିଥାଏ
Synonyms : ବାଡ଼େଇବା
Translation in other languages :
Meaning : କୌଣସି ବସ୍ତୁକୁ ବଜାଇ ବା ପିଟି ଢୋ ଢୋ ଶବ୍ଦ ଉତ୍ପନ୍ନ କରିବା
Example :
ଖେତରେ ପକ୍ଷୀଙ୍କୁ ହୁରୁଡ଼ାଇବାପାଇଁ ଟିଣ ବାଡ଼ିଆହୁଏ
Translation in other languages :
किसी वस्तु को बजा या पीट कर पट-पट शब्द उत्पन्न करना।
खेत से चिड़ियों को भगाने के लिए टीन को पटपटाते हैं।Meaning : ଭିତରକୁ ଗଳିବାପାଇଁ ଉପରୁ ଜୋରରେ ପିଟିବା
Example :
ରାମ ମୂର୍ତ୍ତି ଲଗେଇବାପାଇଁ କାନ୍ଥରେ କଣ୍ଟା ବାଡ଼ଉଛି
Translation in other languages :
Meaning : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
Example :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
Synonyms : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପ୍ରହାର କରିବା, ବାଡ଼େଇବା, ମାରିବା
Translation in other languages :
किसी पर किसी वस्तु आदि से आघात करना।
सिपाही चोर को लाठी से मार रहा है।Meaning : ଆଘାତ ପାଇ ପ୍ରବେଶ କରିବା
Example :
ଅତି କଷ୍ଟରେ କାନ୍ଥରେ କଣ୍ଟା ଠୁକିଲି
Synonyms : ଠୁକିବା, ପ୍ରବେଶ କରାଇବା
Translation in other languages :