Meaning : ପଥର କୋଇଲାକୁ ନିଆଁରେ ତରଳାଇ ବାହାର କରାଯାଉଥିବା ଏକ ଗାଢ଼ ପଦାର୍ଥ
Example :
ରାସ୍ତା ତିଆରି କରିବାପାଇଁ ପିଚୁ ବ୍ୟବହାର କରାଯାଇଥାଏ
Synonyms : ଆଲ୍କାତରା
Translation in other languages :
A tar formed from distillation of bituminous coal. Coal tar can be further distilled to give various aromatic compounds.
coal tar