Meaning : କୌଣସି ଅଙ୍କର ଏକକର ଚଉଠ ଭାଗକୁ ଦର୍ଶାଉ ଥିବା ସିଧା ରେଖା
Example :
କୌଣସି ସଂଖ୍ୟାର ସମସ୍ତ ଭାଗ ଦେଖେଇବାପାଇଁ ସେହି ସଂଖ୍ୟାର ଆଗରେ ଏକ ପାହି ଲଗାଇ ଦିଅନ୍ତି
Synonyms : ପାହି
Translation in other languages :
किसी अंक के इकाई का चौथा भाग प्रकट करनेवाली सीधी खड़ी रेखा।
किसी संख्या का सवा भाग दिखाने के लिए उस संख्या के आगे एक पाई लगा देते हैं।Meaning : ପଇସାର ତିନିଭାଗରୁ ଏକଭାଗ ମୂଲ୍ୟର ଏକ ଛୋଟ ମୁଦ୍ରା
Example :
ଆଜିକାଲି ପାହୁଲାର ପ୍ରଚଳନ ଶେଷ ହୋଇଯାଇଛି
Translation in other languages :